ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପକେଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପକେଟ   ବିଶେଷ୍ୟ

ଅର୍ଥ : ପିନ୍ଧାଯାଉଥିବା ଲୁଗାରେ ଲାଗିଥିବା ଛୋଟ ଥଳି ଯେଉଁଥିରେ ଜିନିଷ ରଖାଯାଏ

ଉଦାହରଣ : ଜଣେ ପକେଟମାରୁ ମୋର ପକେଟ କାଟିନେଲା

पहनने के कपड़ों में की वह छोटी थैली जिसमें चीज़ें रखते हैं।

एक जेबकतरे ने मेरी जेब काट ली।
खीसा, घूघी, ज़ेब, जेब, पाकेट, पॉकेट

A small pouch inside a garment for carrying small articles.

pocket