ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପକେଇଦେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପକେଇଦେବା   କ୍ରିୟାପଦ

ଅର୍ଥ : ଅସାବଧାନତା ବା ଭୁଲ ଯୋଗୁଁ କୌଣସି ଜିନିଷ କେଉଁଠି ଛାଡ଼ିଦେବା ବା ପକେଇଦେବା

ଉଦାହରଣ : କେଜାଣି କୋଉଠି ରମେଶ ଚାରିଶହ ଟଙ୍କା ପକେଇଦେଲା

ସମକକ୍ଷ : ଫୋପାଡ଼ି ଦେବା, ହଜେଇଦେବା

असावधानी या भूल से कोई चीज़ कहीं छोड़ या गिरा देना।

पता नहीं कहाँ रमेश ने चार सौ रुपए फेंक दिए।
गिराना, फेंकना