ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନଡ଼ିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନଡ଼ିଆ   ବିଶେଷ୍ୟ

ଅର୍ଥ : ଗୋଟିଏ ବଡ଼ ଗୋଲ ଫଳ ଯେଉଁଥିରେ ମିଠା ଶସ ଥାଏ ଏବଂ ଯାହାର ବାହ୍ୟ ଆବରଣ ବହୁତ କଠିନ ହୋଇଥାଏ

ଉଦାହରଣ : ସେ ନଡ଼ିଆରୁ ଶସ ବାହାର କରୁଛି

ସମକକ୍ଷ : ନାରିକେଳ

एक बड़ा गोल फल जिसमें मीठी गिरी होती है और जिसका बाहरी छिलका बहुत कड़ा होता है।

वह नारियल में से गिरी को निकाल रहा है।
खोपड़ा, खोपरा, नरियर, नरियल, नारिकेल, नारियल, नारीकेल, पयोधर, लांगली, शिराफल, श्रीफल

Large hard-shelled oval nut with a fibrous husk containing thick white meat surrounding a central cavity filled (when fresh) with fluid or milk.

cocoanut, coconut