ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନୀହାରିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନୀହାରିକା   ବିଶେଷ୍ୟ

ଅର୍ଥ : ଆକାଶରେ ବହୁଦୂର ପର୍ଯ୍ୟନ୍ତ କୁହଡ଼ିଭଳି ପଡ଼ିଥିବା କିରଣ ପୁଞ୍ଜ ଯାହା ଅନ୍ଧାର ରାତିରେ ଧଳା ପଥ ଭଳି ଦେଖାଯାଏ

ଉଦାହରଣ : ଆମେ ଆକାଶଗଙ୍ଗାରେ ନୀହାରିକାମାନଙ୍କୁ ଦେଖୁ

आकाश में दूर तक कुहरे की तरह फैला हुआ वह प्रकाश-पुंज जो अंधेरी रात में सफ़ेद धारी की तरह दिखाई देता है।

हमने आकाशगंगा में नीहारिका देखी।
नीहारिका

An immense cloud of gas (mainly hydrogen) and dust in interstellar space.

nebula