ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିହଂଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିହଂଗ   ବିଶେଷ୍ୟ

ଅର୍ଥ : ଏକୁଟିଆ ରହୁଥିବା ସାଧୁ

ଉଦାହରଣ : ଶୁଣିଛି ଯେ ଏହି ମୁଣ୍ଡିଆ ଉପରେ ଜଣେ ନିହଙ୍ଗ ସାଧୁ ରହୁଛନ୍ତି

ସମକକ୍ଷ : ନିହଂଗ ସାଧୁ, ନିହଙ୍ଗ, ନିହଙ୍ଗ ସାଧୁ

अकेला रहने वाला साधु।

सुना है, उस टीले पर एक निहंग रहते हैं।
निहंग, निहंग साधु

ଅର୍ଥ : ଶିଖମାନଙ୍କ ଏକ ସମ୍ପ୍ରଦାୟ

ଉଦାହରଣ : ଗୁରୁଚରଣ ସିଂହ ନିହଙ୍ଗର ଅନୁଗାମୀ

ସମକକ୍ଷ : ନିହଙ୍ଗ

सिखों का एक पंथ।

गुरुचरण सिंह निहंग के अनुयायी हैं।
कूका, कूका पंथ, नामधारी, नामधारी पंथ, निहंग, निहंग पंथ

ନିହଂଗ   ବିଶେଷଣ

ଅର୍ଥ : ନିହଙ୍ଗ ପଥ ଅନୁସରଣ କରୁଥିବା

ଉଦାହରଣ : ନିହଙ୍ଗ ସିଖ୍‌ମାନେ ନିଜର କର୍ତ୍ତବ୍ୟ ଦେଖେଇଲେ

ସମକକ୍ଷ : ନିହଙ୍ଗ

निहंग पंथ को मानने वाला।

निहंग सिखों ने अपने करतब दिखाए।
निहंग

ଅର୍ଥ : ଅବିବାହିତ ରହୁଥିବା ବା ସ୍ତ୍ରୀ ଆଦିଙ୍କ ସହ ସମ୍ବନ୍ଧ ରଖୁନଥିବା ସାଧୁ

ଉଦାହରଣ : ବର୍ତ୍ତମାନ ଏହିଠାରୁ ନିହାଙ୍ଗ ସାଧୁମାନଙ୍କର ଏକ ଦଳ ଗଲା

ସମକକ୍ଷ : ନିହଂଗମ, ନିହଙ୍ଗ, ନିହଙ୍ଗମ

अविवाहित रहने वाला या स्त्री आदि से संबंध न रखने वाला (साधु)।

अभी-अभी यहाँ से निहंग साधुओं का एक जत्था गुज़रा।
निहंग, निहंगम