ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିସ୍ପୃହ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିସ୍ପୃହ   ବିଶେଷଣ

ଅର୍ଥ : ଯାହାର କୌଣସି ପ୍ରକାରର ଲୋଭ ବା ଲାଳସା ନ ଥାଏ

ଉଦାହରଣ : ସଚ୍ଚା ସାଧୁ ସନ୍ଥ ନିର୍ଲୋଭୀ ହୋଇଥାନ୍ତି

ସମକକ୍ଷ : ନିର୍ଲୋଭୀ, ଲାଳସାରହିତ, ଲୋଭଶୂନ୍ୟ, ଲୋଭହୀନ

जिसे किसी प्रकार का लोभ या लालसा न हो।

सच्चे साधु-संत निस्पृह होते हैं।
अतृष्ण, अलुब्ध, अलोभ, अलोभी, अलोलुप, अस्पृह, तृष्णारहित, निःस्पृह, निर्लोभ, निर्लोभी, निस्पृह, लालचहीन, लालसारहित, लोभरहित, लोभहीन

Not acquisitive. Not interested in acquiring or owning anything.

unacquisitive

ଅର୍ଥ : ଯିଏ ଇଚ୍ଛୁକ ନୁହେଁ

ଉଦାହରଣ : ସେ ଏହି କାମ କରିବାକୁ ଅନିଚ୍ଛୁକ

ସମକକ୍ଷ : ଅନଭିଳାଷୀ, ଅନିଚ୍ଛୁ, ଅନିଚ୍ଛୁକ

Having or feeling no desire.

A very private man, totally undesirous of public office.
undesiring, undesirous

ଅର୍ଥ : ଯାହାର ଇଚ୍ଛା ହୁଏନାହିଁ

ଉଦାହରଣ : ଇଚ୍ଛାହୀନ ବ୍ୟକ୍ତିର କୌଣସି ପ୍ରକାରର ଦୁଖ ହୁଏନାହିଁ

ସମକକ୍ଷ : ଅନଭିଳାସୀ, ଅମନସ୍କ, ଇଚ୍ଛାହୀନ