ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିର୍ବାଚନ ମଣ୍ଡଳୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଯେଉଁ ସ୍ଥାନ ବା କ୍ଷେତ୍ର ଯାହାର ନିଜ ପ୍ରତିନିଧିକୁ ବାଛିବାପାଇଁ ଅଧିକାର ଥାଏ

ଉଦାହରଣ : କେତେକ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ସମୟରେ ବହୁତ ଗଣ୍ଡଗୋଳ ହୋଇଥାଏ

ସମକକ୍ଷ : କନ୍‌ଷ୍ଟିଚୁଏନ୍‌ସି, ନିର୍ବାଚନ କ୍ଷେତ୍ର

वह स्थान या क्षेत्र जिसे अपना प्रतिनिधि चुनने का अधिकार हो।

कुछ चुनाव क्षेत्रों में निर्वाचन के समय बहुत धाँधली होती है।
कांस्टिट्यूअंसी, कांस्टिट्यूएंसी, चुनाव क्षेत्र, निर्वाचन क्षेत्र

The body of voters who elect a representative for their area.

constituency