ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବାହାରକୁ ବାହାରିଥିବା
ଉଦାହରଣ : ସୋହନ ଗର୍ତ୍ତରୁ ନିର୍ଗତ ସାପକୁ ମାରିଦେଲା
ସମକକ୍ଷ : ବାହାରିଥିବା
निकला या बाहर आया हुआ।
Directed outward or serving to direct something outward.
ଅର୍ଥ : ବାହାରିଥିବା ବା ଫିଙ୍ଗା ଯାଇଥିବା
ଉଦାହରଣ : ଧନୁରୁ ନିର୍ଗତ ବାଣ ସିଧା ଯାଇ ଲକ୍ଷ୍ୟସ୍ଥଳରେ ବାଜିଲା
निकला या फेंका हुआ।
ସଂସ୍ଥାପନ କରନ୍ତୁ