ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିରପେକ୍ଷତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିରପେକ୍ଷତା   ବିଶେଷ୍ୟ

ଅର୍ଥ : କୌଣସି ଗୋଟିଏ ପକ୍ଷକୁ ଆଖିବୁଜି ସମର୍ଥନ ନ କରିବାର ଅବସ୍ଥା

ଉଦାହରଣ : ସାକ୍ଷାତ୍କାର ନେଉଥିବା ବ୍ୟକ୍ତିଙ୍କଠାରୁ ନିରପେକ୍ଷତା ଆଶା କରାଯାଏ

ସମକକ୍ଷ : ପକ୍ଷପାତଶୂନ୍ୟତା, ପକ୍ଷପାତହୀନତା

निरपेक्ष होने की अवस्था या भाव।

साक्षात्कार लेने वालों से निरपेक्षता की अपेक्षा की जाती है।
अनपेक्षता, अनपेक्षत्व, अनपेक्षा, अनवकांक्षा, अपक्षपात, उदासीनता, तटस्थता, निरपेक्षता, पक्षपातशून्यता, पक्षपातहीनता

An inclination to weigh both views or opinions equally.

impartiality, nonpartisanship

ଅର୍ଥ : ନିରକ୍ଷେପ ହେବାର ଅବସ୍ଥା ବା ଭାବ

ଉଦାହରଣ : ପ୍ରତ୍ୟେକ କାମରେ ଆମକୁ ନିରପେକ୍ଷତା ବଜାୟ ରଖିବା ଦରକାର

ସମକକ୍ଷ : ନଷ୍ପକ୍ଷତା, ପକ୍ଷପାତଶୂନ୍ୟତା

निष्पक्ष होने की अवस्था या भाव।

हमें हर काम में निष्पक्षता रखनी चाहिए।
निष्पक्षता, पक्षहीनता