ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିନ୍ଦୁକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିନ୍ଦୁକ   ବିଶେଷ୍ୟ

ଅର୍ଥ : ନିନ୍ଦା କରିବାବାଲା ବା ଅନ୍ୟର ଦୋଷ ଆଲୋଚନା କରିବା ବ୍ୟକ୍ତି

ଉଦାହରଣ : କବୀର ନିନ୍ଦୁକମାନଙ୍କୁ ପାଖରେ ରଖିବାପାଇଁ ଉପଦେଶ ଦେଲେ

ସମକକ୍ଷ : ଅପବାଦୀ, ନିଂଦୁକ

निंदा करने वाला या दूसरों की बुराई बताने वाला व्यक्ति।

कबीर निंदकों को समीप रखने की सलाह देते हैं।
अपवादी, निंदक, निन्दक

One who attacks the reputation of another by slander or libel.

backbiter, defamer, libeler, maligner, slanderer, traducer, vilifier

ନିନ୍ଦୁକ   ବିଶେଷଣ

ଅର୍ଥ : ମିଥ୍ୟା ଆରୋପ ବା ମିଥ୍ୟା ଅପବାଦ ଲଗାଇବା ବ୍ୟକ୍ତି

ଉଦାହରଣ : ନିନ୍ଦୁକ ବ୍ୟକ୍ତି ମୋତେ ଦେଖିବା ମାତ୍ରେ ମୁଣ୍ଡ ନୁଆଇଁଦେଲା

ସମକକ୍ଷ : ଆରୋପକାରୀ, କୁତ୍ସାକାରୀ, ନିନ୍ଦାକାରୀ

मिथ्या आरोप या तोहमत लगाने वाला।

तोहमती व्यक्ति ने मुझे देखते ही सिर झुका लिया।
तोहमती

ଅର୍ଥ : ଯେ ଅନ୍ୟର ନିନ୍ଦା କରିଚାଲେ

ଉଦାହରଣ : ନିନ୍ଦୁକ ବ୍ୟକ୍ତି ଯେ ପର୍ଯ୍ୟନ୍ତ ଆନ୍ୟର ନିନ୍ଦା କରିନଥାଏ ସେ ପର୍ଯ୍ୟନ୍ତ ତାକୁ ଶାନ୍ତି ମିଳେନାହିଁ

ସମକକ୍ଷ : ଅପବାଦୀ

जो दूसरों की निंदा करता रहता हो।

निंदक व्यक्ति जबतक दूसरों की निन्दा नहीं कर लेता तबतक उसे चैन नहीं मिलता।
अपवादक, अपवादिक, अपवादी, अभिसंधक, अभिसन्धक, आक्षेपक, आक्षेपी, निंदक, निन्दक, बदगो

ଅର୍ଥ : ବଦନାମ କରୁଥିବା

ଉଦାହରଣ : ନିନ୍ଦୁକ ବ୍ୟକ୍ତିଠାରୁ ଦୂରେଇ ରହିବା ଭଲ

ସମକକ୍ଷ : ଅପବାଦକାରୀ, କୁତ୍ସାକାରୀ, ନିନ୍ଦାକାରୀ

बदनाम करने वाला।

अयशत्य व्यक्ति से दूर रहना ही अच्छा है।
अयशत्य