ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଦ୍ରାହୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଦ୍ରାହୀନ   ବିଶେଷଣ

ଅର୍ଥ : ଯାହାକୁ ଶୋଇବା ସମୟରେ ମଧ୍ୟ ନିଦ ଆସେନାହିଁ

ଉଦାହରଣ : ଉନ୍ନିଦ୍ର ବ୍ୟକ୍ତି ରାତିସାରା ଖଟ ଉପରେ କଡ଼ ବଦଳାଉଥାଏ

ସମକକ୍ଷ : ଉନ୍ନିଦ୍ର, ନିଦ୍ରା ରହିତ

जिसे सोने के समय भी नींद न आती हो।

उन्निद्र व्यक्ति रातभर चारपाई पर करवटें बदलता रहा।
उन्निद्र, निद्रा रहित

ଅର୍ଥ : ଯାହାକୁ ନିଦ ଆସୁନି

ଉଦାହରଣ : ନିଦ୍ରାହୀନ ବ୍ୟକ୍ତିକୁ ପ୍ରତିଦିନ ଶୋଇବାପାଇଁ ଔଷଧ ଖାଇବାକୁ ପଡ଼େ

ସମକକ୍ଷ : ନିଦ୍ରାବିହୀନ, ନିଦ୍ରାରହିତ

जिसे निद्रा न आवे।

अनिद्र व्यक्ति को रोज सोने के लिए दवा खानी पड़ती है।
अनिद्र, अपनिद्र, निद्रारहित, निद्राविहीन

Experiencing or accompanied by sleeplessness.

Insomniac old people.
Insomniac nights.
Lay sleepless all night.
Twenty watchful, weary, tedious nights.
insomniac, sleepless, watchful