ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିକ୍ଷିପ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିକ୍ଷିପ୍ତ   ବିଶେଷଣ

ଅର୍ଥ : ଯାହାର ଆକ୍ଷେପଣ ହୋଇଛି

ଉଦାହରଣ : ନିକ୍ଷିପ୍ତ ଅସ୍ତ୍ର ସିଧା ଶିକାରରେ ବାଜିଲା

जिसका आक्षेपण हुआ हो।

आक्षिप्त अस्त्र सीधे शिकार को लगा।
अपक्षिप्त, आक्षिप्त, फेंका, फेंका हुआ

ଅର୍ଥ : ଫିଙ୍ଗା ହୋଇଥିବା

ଉଦାହରଣ : ନିକ୍ଷିପ୍ତ ବାଣ ବାଜିଲାମାତ୍ରେ ହିଁ ପକ୍ଷୀଟି ଆହତ ହୋଇଗଲା