ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନାସ୍ତିକତାବାଦୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନାସ୍ତିକତାବାଦୀ   ବିଶେଷ୍ୟ

ଅର୍ଥ : ଈଶ୍ୱରଙ୍କର ଅସ୍ତିତ୍ୱକୁ ନ ମାନିବାବାଲା ବ୍ୟକ୍ତି

ଉଦାହରଣ : ନାସ୍ତିକମାନଙ୍କୁ ଧର୍ମ କଥା ବତାଇବା ବହୁତ କଠିନ ପଡ଼େ

ସମକକ୍ଷ : ଅନୀଶ୍ୱରବାଦୀ, ନାସ୍ତିକ, ନିରୀଶ୍ୱରବାଦୀ

ईश्वर के अस्तित्व को न मानने वाला व्यक्ति।

नास्तिकों को धर्म की बात बताना बहुत मुश्किल होता है।
अनीश्वरवादी, नास्तिक, नास्तिकतावादी, निरीश्वरवादी, हैतुक

ଅର୍ଥ : ଯେ ବେଦ, ଈଶ୍ୱର, ପରଲୋକ ଆଦିରେ ବିଶ୍ୱାସ ରଖେ ନାହିଁ

ଉଦାହରଣ : ଚୀନରେ ଅଧିକତର ଲୋକ ନାସ୍ତିକ

ସମକକ୍ଷ : ଅନୀଶ୍ୱରବାଦୀ, ନାସ୍ତିକ, ନିରୀଶ୍ୱରବାଦୀ

जो वेद,ईश्वर,परलोक आदि पर विश्वास न रखता हो।

चीन के अधिकतर लोग नास्तिक हैं।
अनीश्वरवादी, नास्तिक, नास्तिकतावादी, निरीश्वरवादी

Rejecting any belief in gods.

atheistic, atheistical, unbelieving