ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନାଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନାଲ   ବିଶେଷ୍ୟ

ଅର୍ଥ : ଢୋଲ ଭଳି ଗୋଟିଏ ଥାପ ବାଦ୍ୟ

ଉଦାହରଣ : ତାକୁ ନାଲ ବଜାଇବାକୁ ଭଲ ଲାଗେ

ढोलक की तरह का एक थाप वाद्य।

उसे नाल बजाना अच्छा लगता है।
नाल

ଅର୍ଥ : ଘୋଡା, ବଳଦ କିମ୍ବା ଜୋତାର ପଛପଟେ ପିଟାଯାଉଥିବା ଅର୍ଦ୍ଧାଚନ୍ଦ୍ରାକାର ଲୁହା

ଉଦାହରଣ : ସେ ନିଜ ଘୋଡାର ପାଦରେ ନାଲ ପିଟୁଛି

वह अर्धचंद्राकार लोहा जो घोड़े, बैल आदि के पैर के नीचे या जूतों की एड़ी में जड़ा जाता है।

वह अपने घोड़े के पैरों में नाल ठोंकवा रहा है।
नाल

U-shaped plate nailed to underside of horse's hoof.

horseshoe, shoe