ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନାମକରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନାମକରଣ   ବିଶେଷ୍ୟ

ଅର୍ଥ : ବିଷୟର ପରିଚୟ ଦେବାପାଇଁ ଲେଖାର ଉପରେ ତାର ନାମ ରୂପରେ ରହୁଥୁବା ସମ୍ବନ୍ଧ ବା ପଦ

ଉଦାହରଣ : ମୋତେ ଏହି ଲେଖାର ଶିରୋନାମା ଠିକ୍‌ ଲାଗୁନାହିଁ

ସମକକ୍ଷ : ଶିରୋନାମା, ଶୀର୍ଷକ, ହେଡ଼ିଙ୍ଗ୍‌

वह संबंध या पद जो विषय का परिचय कराने के लिए लेख के ऊपर उसके नाम के रूप में रहता है।

इस लेख का शीर्षक मुझे ठीक नहीं लगा।
शीर्षक, सरनामा, सिरनामा

A line of text serving to indicate what the passage below it is about.

The heading seemed to have little to do with the text.
head, header, heading

ଅର୍ଥ : ଚିହ୍ନିବାପାଇଁ କାହାରି ନାଁ ନିଶ୍ଚିତ କରିବା ପ୍ରକ୍ରିୟା

ଉଦାହରଣ : ବ୍ୟକ୍ତି ବା ବସ୍ତୁର ନାମକରଣ ତାର ପରିଚୟ ପାଇଁ ନିହାତି ଜରୁରୀ

पहचान के लिए किसी का नाम निश्चित करने की क्रिया।

व्यक्ति या वस्तु का नामकरण उसकी पहचान के लिए बहुत ज़रूरी है।
नामकरण, नामकर्म

ଅର୍ଥ : ହିନ୍ଦୁମାନଙ୍କ ଷୋଡ଼ଶ ସଂସ୍କାରମଧ୍ୟରୁ ଗୋଟିଏ ଯେଉଁଥିରେ ନବଜାତ ଶିଶୁର ନାମ ରଖାଯାଏ ବା ସ୍ଥିର କରାଯାଏ

ଉଦାହରଣ : ମୋ ଭାଣିଜୀର ନାମକରଣ ନଭେମ୍ବର ଚଉଦ ତାରିଖରେ ହେବ

हिंदुओं के सोलह संस्कारों में से एक जिसमें नवजात शिशु का नाम रखा या स्थिर किया जाता है।

मेरी भतीजी का नामकरण चौदह नवम्बर को है।
नामकरण, नामकरण संस्कार, नामकर्म

Any customary observance or practice.

rite, ritual