ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନାଟିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନାଟିକା   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ନାଟକ

ଉଦାହରଣ : ଏହି ନାଟିକାରେ ମୋହନର ଅଭିନୟ ବହୁତ ଭଲଥିଲା

एक प्रकार का नाटक।

इस नाटकी में मोहन का अभिनय बहुत ही अच्छा था।
नाटकी

A theatrical performance of a drama.

The play lasted two hours.
play

ଅର୍ଥ : ଚାରି ଅଙ୍କ ବିଶିଷ୍ଟ ଏକ ଛୋଟ ନାଟକ

ଉଦାହରଣ : ନାଟିକାରେ ସ୍ତ୍ରୀ ଚରିତ୍ର ଅଧିକ ଥାଆନ୍ତି

एक प्रकार का छोटा नाटक जिसमें चार अंक ही होते हैं।

नाटिका में स्त्री पात्र अधिक होते हैं।
नाटिका

A short play.

playlet

ଅର୍ଥ : ଛୋଟ ନାଟକ

ଉଦାହରଣ : ରଙ୍ଗମଞ୍ଚରେ ଗୋଟିଏ ନାଟିକା ଅଭିନୀତ ହେଉଥିଲା

छोटा नाटक।

नाटकशाला में एक नाटिका खेली जा रही है।
नाटिका

A short play.

playlet

ଅର୍ଥ : ସମ୍ପୂର୍ଣ୍ଣ ଜାତିର ଏକ ରାଗିଣୀ

ଉଦାହରଣ : ହମୀର ରାଗରୁ ନାଟିକାର ଉତ୍ପତ୍ତି ହୋଇଥିବାର ବିଶ୍ୱାସ କରାଯାଏ

सम्पूर्ण जाति की एक रागिनी।

नाटिका की उत्पत्ति हमीर राग से मानी जाती है।
नाटिका

Any of various fixed orders of the various diatonic notes within an octave.

mode, musical mode