ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନଷ୍ଟ କରାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନଷ୍ଟ କରାଇବା   କ୍ରିୟାପଦ

ଅର୍ଥ : କାନ୍ଥ,ଘର ଆଦି ଅନ୍ୟ କାହାଦ୍ୱାରା ଭଙ୍ଗାଇବା ବା ଧ୍ୱସ୍ତ କରାଇବା

ଉଦାହରଣ : ଠିକାଦାର ବଡ଼ ଅଟ୍ଟାଳିକା ଗଢ଼ିବାପାଇଁ ଗରିବମାନଙ୍କର ଘରକୁ ଭଙ୍ଗାଇଦେଲା

ସମକକ୍ଷ : ଧ୍ୱଂସ କରାଇବା, ଧ୍ୱସ୍ତ କରାଇବା, ଭଗ୍ନ କରାଇବା, ଭଙ୍ଗାଇବା

दीवार, मकान आदि को किसी अन्य से गिरवाना या ध्वस्त कराना।

ठेकेदार ने बड़ी इमारत बनाने के लिए गरीबों के मकानों को ढहवा दिया।
गिरवाना, ढहवाना

Destroy completely.

The wrecking ball demolished the building.
demolish, pulverise, pulverize