ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନଳ   ବିଶେଷ୍ୟ

ଅର୍ଥ : ଧାତୁ ନିର୍ମିତ ନଳୀ ଯେଉଁଥିରେ ସହରର ଘରଘରକୁ ଗାଧୋଇବା, ଧୋଇବା, ପିଇବାଆଦିର ପାଣି ପହଞ୍ଚେ

ଉଦାହରଣ : ଏପର୍ଯ୍ୟନ୍ତ ନଳରେ ପାଣି ଆସିନାହିଁ

धातु की वह नली जिससे शहरों में घर-घर नहाने-धोने, पीने आदि का पानी पहुँचता है।

अभी तक नल में पानी नहीं आया है।
जलवाहिनी, नल

A long tube made of metal or plastic that is used to carry water or oil or gas etc..

pipage, pipe, piping

ଅର୍ଥ : ଜଳବାହିକାର ଏହି ନାଳ ଯେଉଁଥିରେ କଳ ଲାଗିଥାଏ ଏବଂ ଯାହାର ବୋତାମ ଟିପିଲେ ବା ଘୂରାଇଲେ ପାଣି ବାହାରେ

ଉଦାହରଣ : ନଳକୁ ଖୋଲା ରଖିବା ଅନୁଚିତ

जलवाहिनी का वह सिरा जिसमें टोंटी लगी होती है और जिसका पेंच दबाने या घुमाने से पानी निकलता है।

नल को खुला नहीं छोड़ना चाहिए।
नल

A faucet for drawing water from a pipe or cask.

hydrant, tap, water faucet, water tap

ଅର୍ଥ : ଜଣେ ଦାନବ

ଉଦାହରଣ : ସିଂହିକାଙ୍କ ଗର୍ଭରୁ ନଳ ଜନ୍ମ ହୋଇଥିଲା

एक दानव जो विप्रचित्ति का चौथा पुत्र था।

नल सिंहिका के गर्भ से उत्पन्न हुआ था।
नल

ଅର୍ଥ : ସମୁଦ୍ର ଉପରେ ସେତୁ ନିର୍ମାଣ କରିଥିବା ରାମଙ୍କ ସେନାର ଜଣେ ବାନର

ଉଦାହରଣ : ନଳ ଜଣେ କୁଶଳୀ ଶିଳ୍ପୀ ଥିଲେ

राम की सेना के एक वानर जिन्होंने सागर पर सेतु का निर्माण किया था।

नल एक कुशल शिल्पकार थे।
नल

An imaginary being of myth or fable.

mythical being

ଅର୍ଥ : ନିଷଧ ଦେଶର ରାଜା ବୀରସେନଙ୍କ ପୁତ୍ର

ଉଦାହରଣ : ବିଦର୍ଭ ରାଜା ଭୀମସେନଙ୍କ କନ୍ୟା ଦମୟନ୍ତୀଙ୍କ ସହ ନଳଙ୍କ ବିବାହ ହୋଇଥିଲା

निषध देश के राजा वीरसेन का पुत्र।

नल का विवाह विदर्भ नरेश भीमसेन की पुत्री दमयंती से हुआ था।
नल

ଅର୍ଥ : ଯୁଦ୍ଧ ସମୟରେ ଘୋଡା ପିଠିରେ ରଖି ବଜାଯାଉଥିବା ପ୍ରାଚୀନ କାଳର ଗୋଟିଏ ପ୍ରକାରର ବାଜା

ଉଦାହରଣ : କିଲ୍ଲାର ପ୍ରାଚୀରରେ ନଳର ଚିତ୍ର ରହିଛି

प्राचीन काल का एक प्रकार का बाजा जिसे युद्ध के समय घोड़े की पीठ पर रखकर बजाया जाता था।

किले की दीवार पर नल का चित्र बना है।
नल