ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନରନାରାୟଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନରନାରାୟଣ   ବିଶେଷ୍ୟ

ଅର୍ଥ : ନର ଓ ନାରାୟଣ ନାମରେ ଦୁଇଜଣ ଋଷି

ଉଦାହରଣ : ନରନାରାୟଣ ବିଷ୍ଣୁଙ୍କ ଅବତାରବୋଲି ବିଶ୍ୱାସ କରାଯାଏ

ସମକକ୍ଷ : ନର-ନାରାୟଣ

नर और नारायण नाम के दो ऋषि।

नरनारायण विष्णु के अवतार माने जाते हैं।
नर नारायण, नर-नारायण, नरनारायण

A mentor in spiritual and philosophical topics who is renowned for profound wisdom.

sage

ଅର୍ଥ : ମନୁଷ୍ୟ ଓ ଭଗବାନ

ଉଦାହରଣ : ଅର୍ଜୁନ ଓ କୃଷ୍ଣଙ୍କର ଯୋଡ଼ି ନରନାରାୟଣଙ୍କର ଉତ୍ତମ ଉଦାହରଣ

मनुष्य और भगवान।

अर्जुन और कृष्ण की जोड़ी नरनारायण का उत्तम उदाहरण है।
नरनारायण