ଅର୍ଥ : ଯାହା ନଇଁ ପାରେ ବା ଯାହାକୁ ନୁଆଇଁ ଦିଆଯାଇପାରେ
ଉଦାହରଣ :
ଏହି ବାଡ଼ିଟି ନମନୀୟ
ଅର୍ଥ : ଯାହାକୁ ପିଟିଲେ ବା ଚାପଦେଲେ ନ ଭାଙ୍ଗି ସହଜରେ ଅନ୍ୟକିଛି ଆକାରକୁ ଅଣାଯାଇପାରେ
ଉଦାହରଣ :
କେତେକ ଧାତୁ ନମନୀୟ ହୋଇଥାଏ
ଅର୍ଥ : ଯାହାକୁ ଟଣାଯାଇ ପାରେ ବା ଯାହା ଟାଣିବା ଯୋଗ୍ୟ
ଉଦାହରଣ :
ସୁନା,ରୁପା,ଲୁହା ଆଦି ନମନୀୟ ଧାତୁ