ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନବୀକରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନବୀକରଣ   ବିଶେଷ୍ୟ

ଅର୍ଥ : କିଛି ନୂଆ କରିବାର କ୍ରିୟା

ଉଦାହରଣ : ତାଠାରେ ନବୀକରଣର ଉତ୍ସାହ ରହିଛି

ସମକକ୍ଷ : ନବପ୍ରବର୍ତ୍ତନ, ସଂସ୍କାରସାଧନ

कुछ नया करने की क्रिया।

उसमें अभिनवन का उत्साह है।
अभिनवन, नवप्रवर्तन

ଅର୍ଥ : ଯାହାର ସମୟ ବିତିଗଲାଣି ତାକୁ ପୁଣି ଭବିଷ୍ୟତ ପାଇଁ ବୈଧ ବା ନିୟମିତ କରିବାର କ୍ରିୟା

ଉଦାହରଣ : ମୁଁ ନିଜ ପରିଚୟ ପତ୍ର ନବୀକରଣ ନିମନ୍ତେ ଦେଇଦେଇଛି

ସମକକ୍ଷ : ରିନୁଆଲ୍‌

जिसकी अवधि बीत चुकी हो, उसे फिर से आगे के लिए वैध या नियमित करने की क्रिया।

मैंने अपना परिचयपत्र नवीनीकरण के लिए दे दिया है।
नवीकरण, नवीनीकरण

The act of renewing.

renewal

ଅର୍ଥ : ପୁନର୍ବାର ନୂଆରୂପରେ ଆଣିବା ପ୍ରକ୍ରିୟା

ଉଦାହରଣ : ଆମ ଘରର ନବୀକରଣ କରାଯାଉଛି

ସମକକ୍ଷ : ନବୀନୀକରଣ

फिर से नए रूप में लाने की क्रिया।

मेरे घर का नवीनीकरण किया जा रहा है।
नवीकरण, नवीनीकरण

The act of improving by renewing and restoring.

They are pursuing a general program of renovation to the entire property.
A major overhaul of the healthcare system was proposed.
overhaul, redevelopment, renovation