ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନବାନ୍ନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନବାନ୍ନ   ବିଶେଷ୍ୟ

ଅର୍ଥ : ପ୍ରଥମରୁ କିମ୍ବା କଞ୍ଚାରୁ କଟାଯାଉଥିବା ଫସଲ

ଉଦାହରଣ : ନବାନ୍ନ ଦେବପୂଜାପାଇଁ ଉଦ୍ଦିଷ୍ଟ

कच्ची काटी जाने वाली फसल।

अरवन देवपूजन के निमित्त होता है।
अरवन

The yield from plants in a single growing season.

crop, harvest

ଅର୍ଥ : ପ୍ରଥମେପ୍ରଥମେ ଖେତରୁ କଟାଯାଉଥିବା ଶସ୍ୟ

ଉଦାହରଣ : ନବାନ୍ନ ସବୁ ଦେବତାଙ୍କୁ ଦିଆଯାଏ

पहले-पहल खेत से काटा जाने वाला अन्न।

नवान्न सभी देवताओं को चढ़ाया जाता है।
अवली, नवान्न

Dry seed-like fruit produced by the cereal grasses: e.g. wheat, barley, Indian corn.

caryopsis, grain