ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନବଯୁବତୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନବଯୁବତୀ   ବିଶେଷ୍ୟ

ଅର୍ଥ : ଦଶବର୍ଷରୁ ଅଧିକ ବୟସର ଅବିବାହିତା ଝିଅ

ଉଦାହରଣ : ବାଡ଼ୁଅଝିଅ ନିମନ୍ତେ ଅନେକ ପ୍ରସ୍ତାବ ଆସୁଛି

ସମକକ୍ଷ : ଅଭିଆଡ଼ୀ ଝିଅ, କୁମାରୀ, ବାଡ଼ୁଅଝିଅ, ବଢ଼ିଲାଝିଅ

दस वर्ष से अधिक उम्र की अविवाहिता लड़की।

अरक्षणी के लिए कई रिश्ते आ रहे है।
अरक्षणी

ଅର୍ଥ : ଏବେ ଯୁବାବସ୍ଥାରେ ପାଦ ରଖିଥିବା ଯୁବତୀ

ଉଦାହରଣ : ଏବର୍ଷ ଭାରତର ଜଣେ ଅତି ସୁନ୍ଦର ନବଯୁବତୀ ବିଶ୍ୱସୁନ୍ଦରୀ ଉପାଧି ପାଇଲେ

ସମକକ୍ଷ : ନବଯୌବନା

वह युवती जिसने अभी युवावस्था में कदम रखी हो।

इस साल भारत की एक ख़ूबसूरत नवयुवती ने विश्व सुन्दरी का ख़िताब जीता।
नव-युवती, नवयुवती, नवयौवना