ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନକୁଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନକୁଳ   ବିଶେଷ୍ୟ

ଅର୍ଥ : ପାଣ୍ଡବ ବଂଶଯ ନକୁଳ

ଉଦାହରଣ : ଏହି ପୁସ୍ତ୍କରେ ନକୁଳ ଉପରେ ଏକ କାହାଣୀ ରହିଛି

नकुल नामक पांडव का वंशज।

इस पुस्तक में एक नाकुल की भी कहानी दी गई है।
नाकुल

An imaginary being of myth or fable.

mythical being

ଅର୍ଥ : ରାଜା ପଣ୍ଡୁଙ୍କ ଚତୁର୍ଥ ପୁତ୍ର

ଉଦାହରଣ : ନକୁଳ ଓ ସହଦେବ ମାଦ୍ରୀଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଥିଲେ

राजा पांडु के चौथे पुत्र।

नकुल और सहदेव माद्री के गर्भ से उत्पन्न हुए थे।
आश्विनेय, जयत्सेन, नकुल

An imaginary being of myth or fable.

mythical being

ଅର୍ଥ : ଗୁଣ୍ଡୁଚିମୂଷା ଜାତୀୟ ଏକ ମାଂସାହାରୀ ଜନ୍ତୁ ଯାହା ସାପକୁ ଖାଇଯାଏ

ଉଦାହରଣ : ସାପୁଆକେଳା ମେଳାରେ ନେଉଳ ଆଉ ସାପଙ୍କ ଲଢ଼େଇ ଦେଖାଉଥିଲା

ସମକକ୍ଷ : ନେଉଳ

गिलहरी की तरह का एक मांसाहारी जन्तु जो साँप को खा जाता है।

मदारी मेले में नेवले और साँप की लड़ाई दिखा रहा था।
अहिरिपु, नकुल, नेवला, लोहितानन, वात-पुत्र, वातपुत्र, वातप्रमी, सर्पहा, सर्पारि, ह्रीक

Agile grizzled Old World viverrine. Preys on snakes and rodents.

mongoose

ନକୁଳ   ବିଶେଷଣ

ଅର୍ଥ : ନେଉଳ ସମ୍ବନ୍ଧିତ ବା ନେଉଳର

ଉଦାହରଣ : କେତେକ ଲୋକ ନେଉଳ ମାଂସ ମଧ୍ୟ ଖାଆନ୍ତି

ସମକକ୍ଷ : ନେଉଳ

नेवला संबंधी या नेवले का।

कुछ लोग नाकुल मांस भी खाते हैं।
नाकुल