ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧ୍ରୁବୀକରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧ୍ରୁବୀକରଣ   ବିଶେଷ୍ୟ

ଅର୍ଥ : ଧ୍ରୁବୀୟତା ହେବା ବା ଧ୍ରୁବୀୟତା ଦେବାର ଅବସ୍ଥା

ଉଦାହରଣ : ଚୁମ୍ବକୀୟ ଉଦ୍ଦୀପନ ଦ୍ବାରା ମସ୍ତିଷ୍କର ତନ୍ତ୍ରିକା କୋଷିକା ଗୁଡିକର ଧ୍ରୁବୀକରଣ ଶେଷ କରି ପାର୍କିସନର ଔଷଧ କରାଯାଏ

ध्रुवीयता होने या ध्रुवीयता देने की अवस्था।

चुम्बकीय उद्दीपन के द्वारा मस्तिष्क की तंत्रिका कोशिकाओं का ध्रुवीकरण खत्म करके पार्किंसन का इलाज किया जाता है।
ध्रुवीकरण

The condition of having or giving polarity.

polarisation, polarization

ଅର୍ଥ : ଯେଉଁ ଘଟଣାରେ ଆଲୋକ ବା ଅନ୍ୟ ବିକିରଣର କିରଣ କମ୍ପନର ଦିଗରେ ପ୍ରତିବନ୍ଧିତ ହୋଇଥାଏ

ଉଦାହରଣ : ରେଡିଓ ଏଣ୍ଟେନାରୁ ବିଦ୍ୟୁତ ଚୁମ୍ବକୀୟ ତରଙ୍ଗମାନଙ୍କର ଧ୍ରୁବୀକରଣ କରାଯାଏ

वह घटना जिसमें प्रकाश या अन्य विकिरण की किरणें कंपन की दिशा में प्रतिबंधित होती हों।

रेडियो ऐन्टेना से विद्युत चुंबकीय तरंगो का ध्रुवीकरण किया जाता है।
ध्रुवीकरण

The phenomenon in which waves of light or other radiation are restricted in direction of vibration.

polarisation, polarization