ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଧୋତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଧୋତି   ବିଶେଷ୍ୟ

ଅର୍ଥ : କମର ଏବଂ ତାହାର ତଳ ଅଂଶ ଢାଙ୍କିବା ପାଇଁ ପିନ୍ଧା ଯାଉଥିବା ଏକ ନଅ ଦଶ ହାତ ଲମ୍ବା ଏବଂ ଦୁଇ-ଅଢେଇ ହାତ ଚୌଡାର ଲୁଗା

ଉଦାହରଣ : (ବିଧବା) ସ୍ତ୍ରୀଲୋକମାନେ କମର ତଳ ଅଂଶର ଅଙ୍ଗ ଘୋଡାଇବା ସହିତ ଉପର ଅଂଶକୁ ଢାଙ୍କିବା ପାଇଁ ଧୋତିର ବ୍ୟବହାର କରନ୍ତି

कमर और उसके नीचे के अंग ढकने के लिए पहना जाने वाला एक नौ-दस हाथ लम्बा और दो-ढाई हाथ चौड़ा कपड़ा।

स्त्रियाँ धोती का उपयोग कमर के नीचे के अंग ढकने के अतिरिक्त ऊपर के अंग भी ढकने के लिए करती हैं।
धोती

Artifact made by weaving or felting or knitting or crocheting natural or synthetic fibers.

The fabric in the curtains was light and semitransparent.
Woven cloth originated in Mesopotamia around 5000 BC.
She measured off enough material for a dress.
cloth, fabric, material, textile

ଅର୍ଥ : ଅଣ୍ଟାରୁ ଆଣ୍ଠୁ ତଳ ପର୍ଯ୍ୟନ୍ତ ଢାଙ୍କିହୋଇଥିବା ଲୁଗା ଯାହା ଅଣ୍ଟାରେ ପିନ୍ଧାଯାଏ

ଉଦାହରଣ : ଧୋତି କୁର୍ତ୍ତା ଆମର ରାଷ୍ଟ୍ରୀୟ ପରିଧାନ

कमर से घुटनों के नीचे तक ढकने के लिए कमर में लपेट कर पहनने का एक मर्दाना कपड़ा।

धोती कुर्ता हमारा राष्ट्रीय पहनावा है।
धोती, धोवती, पर्दनी

A long loincloth worn by Hindu men.

dhoti