ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦ୍ୱିତୀୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦ୍ୱିତୀୟ   ବିଶେଷ୍ୟ

ଅର୍ଥ : ପ୍ରଥମ ଶ୍ରେଣୀର ଉପର ଶ୍ରେଣୀ

ଉଦାହରଣ : ସୀତା ଦ୍ୱିତୀୟରେ ପଢ଼ୁଛି

ସମକକ୍ଷ : ଦ୍ୱିତୀୟ ଶ୍ରେଣୀ

ଦ୍ୱିତୀୟ   ବିଶେଷଣ

ଅର୍ଥ : ଗଣନାରେ ଦୁଇ ସ୍ଥାନରେ ଆସୁଥିବା

ଉଦାହରଣ : ସରିତା ନାଁ ଏହି ସୂଚୀରେ ଦ୍ୱିତୀୟ ସ୍ଥାନରେ ଅଛି

ସମକକ୍ଷ : ୨ୟ

गणना में दो के स्थान पर आने वाला।

सरिता का नाम इस सूची में दूसरे स्थान पर है।
2रा, दूसरा, द्वितीय, २रा

Coming next after the first in position in space or time or degree or magnitude.

2d, 2nd, second

ଅର୍ଥ : ଜଣକ ପରେ

ଉଦାହରଣ : ଦ୍ୱିତୀୟ ଧାଡ଼ିରେ ଠି‌ଆହୋଇଥିବା ପିଲାମାନଙ୍କ ଡ୍ରେସ୍ ହଳଦିଆ ରଙ୍ଗର ଥିଲା

एक के बाद का।

अँतरी पंक्ति पर खड़े बच्चों का ड्रेस पीले रंग का है।
अँतरा, अंतरा, अन्तरा

Every second one of a series.

The cleaning lady comes on alternate Wednesdays.
Jam every other day.
alternate