ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୋହରେଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୋହରେଇବା   କ୍ରିୟାପଦ

ଅର୍ଥ : କୌଣସି କଥା ବା କାମ ଆଉଥରେ କରିବା ବା କହିବା

ଉଦାହରଣ : ଆମ ଶିକ୍ଷକ କଠିନ ଅଧ୍ୟାୟକୁ ସବୁବେଳେ ଦୋହରାନ୍ତି

ସମକକ୍ଷ : ପୁନରାବୃତ୍ତିକରିବା

कोई बात या काम दूसरी बार कहना या करना।

हमारे शिक्षक कठिन अध्याय को हमेशा दुहराते हैं।
दुबारा करना, दुसराना, दुहराना, दोबारा करना, दोहराना, पुनरावृत्ति करना

Do over.

They would like to take it over again.
repeat, take over