ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୋବେଇ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୋବେଇ   ବିଶେଷଣ

ଅର୍ଥ : ପ୍ରଥମ ପତ୍ନୀ ବା ପତି ମରିଗଲା ପରେ ଦ୍ୱିତୀୟ ବିବାହ କରୁଥିବା (ପୁରୁଷ ବା ସ୍ତ୍ରୀ)

ଉଦାହରଣ : ନିର୍ମଳାର ବାହାଘର ତାହାର ଦୁଇଗୁଣ ବୟସର ଜଣେ ଦୋଅରବାହି ବ୍ୟକ୍ତି ସହିତ କରିଦିଆଗଲା

ସମକକ୍ଷ : ଦୋଅରବାହି

पहली पत्नी या पति के मर जाने पर दूसरा विवाह करने वाला ( पुरुष या स्त्री)।

निर्मला की शादी उससे दूने उम्र के दुहाजू व्यक्ति से कर दी गई।
दिधिषू, दिधीषू, दुहाजू, दुहेजवाँ, दुहेजिया, दुहेजू