ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦେୱାନୀ ବିଚାରାଳୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଯେଉଁ ନ୍ୟାୟାଳୟରେ ସମ୍ପତ୍ତି ବା ଅର୍ଥ ସମ୍ବନ୍ଧୀୟ ମକଦ୍ଦମା ବିଚାର ହୁଏ

ଉଦାହରଣ : ଦେୱାନୀ ଅଦାଲତରେ ତାଙ୍କର ଗୋଟିଏ ମକଦ୍ଦମା ଚାଲିଛି

ସମକକ୍ଷ : ଦେୱାନୀ ଅଦାଲତ, ଦେୱାନୀ କୋର୍ଟ, ଦେୱାନୀ ନ୍ୟାୟାଳୟ

वह न्यायालय जिसमें सम्पत्ति या अर्थ संबंधी मुकदमों पर विचार होता है।

उसका एक मुकदमा दीवानी में चल रहा है।
अर्थ न्यायालय, अर्थ-न्यायालय, दीवानी, दीवानी अदालत, दीवानी कोर्ट, दीवानी न्यायालय

An assembly (including one or more judges) to conduct judicial business.

court, judicature, tribunal