ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦେଶଭକ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦେଶଭକ୍ତି   ବିଶେଷ୍ୟ

ଅର୍ଥ : ଜୀବନକୁ ବାଜି ଲଗାଇଦେବାର ପ୍ରକ୍ରିୟା

ଉଦାହରଣ : ଭାରତ ମାତାର ସଚ୍ଚା ପୁତ୍ରମାନେ ଦେଶଭକ୍ତିର ଆକାଂକ୍ଷା ରଖିଥାନ୍ତି

जान की बाज़ी लगा देने की क्रिया।

भारत माँ के सच्चे लाल सरफ़रोशी की तमन्ना रखते हैं।
जाँनिसारी, सरफरोशी, सरफ़रोशी

ଅର୍ଥ : ନିଜ ଦେଶ ପ୍ରତି ରହିବା ଶ୍ରଦ୍ଧା ବା ଆଦର ଭାବ

ଉଦାହରଣ : ଭଗତସିଂ ତାଙ୍କର ଦେଶଭକ୍ତି ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ

ସମକକ୍ଷ : ଦେଶାନୁରାଗ, ରାଷ୍ଟ୍ରଭକ୍ତି

देश के प्रति होने वाली श्रद्धा या आदर भाव।

भगत सिंह अपनी देशभक्ति के लिए सदा जगविख्यात रहेंगे।
देशभक्ति, देशानुराग, राष्ट्रभक्ति

Love of country and willingness to sacrifice for it.

They rode the same wave of popular patriotism.
British nationalism was in the air and patriotic sentiments ran high.
nationalism, patriotism