ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦେଶନିର୍ବାସିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦେଶନିର୍ବାସିତ   ବିଶେଷଣ

ଅର୍ଥ : ଦେଶରୁ ନିର୍ବାସିତ ବା ବାହାର କରାଯାଇଥିବା

ଉଦାହରଣ : ଦେଶନିର୍ବାସିତ ଲୋକମାନେ ଦେଶର ବାହାରେ ହିଁ ନିଜର ଗୋଟିଏ ସଂଗଠନ ଗଠନ କରିଛନ୍ତି

ସମକକ୍ଷ : ଦେଶ-ନିର୍ବାସିତ

देश से निर्वासित या निकाला हुआ।

देश-निकाले लोगों ने देश के बाहर ही अपना एक संगठन बना लिया है।
जलावतन, देश निर्वासित, देश-निकाला, देशनिकाला, राष्ट्र निष्कासित, राष्ट्र-निष्काषित