ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୂତାବାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୂତାବାସ   ବିଶେଷ୍ୟ

ଅର୍ଥ : କୌଣସି ନଗରର ଯେଉଁ ସ୍ଥାନରେ ଅନ୍ୟ ଦେଶର ରାଜଦୂତ ଏବଂ ତାଙ୍କ ସହକର୍ମୀମାନେ ରହନ୍ତି

ଉଦାହରଣ : ଦିଲ୍ଲୀରେ ଅନେକ ଦେଶର ଦୂତାବାସ ଅଛି

ସମକକ୍ଷ : ଏମ୍ବାସି

किसी नगर का वह स्थान जहाँ दूसरे राष्ट्र या राज्य का राजदूत और उसके साथी, कर्मचारी आदि रहते हों।

दिल्ली में कई देशों के दूतावास हैं।
दूतावास, राजदूतावास

Diplomatic building that serves as the residence or workplace of a consul.

consulate

ଅର୍ଥ : ହାଇକମିଶନରଙ୍କ କାର୍ଯ୍ୟାଳୟ

ଉଦାହରଣ : ଭାରତୀୟ ଦୂତାବାସ କେଉଁଠାରେ ଆପଣ ଜାଣିଛନ୍ତି କି?

ସମକକ୍ଷ : ଉଚ୍ଚାୟୋଗ

उच्चायुक्त का कार्यालय।

क्या आपको पता है कि भारतीय उच्चायोग कहाँ है?
उच्चायोग

An embassy of one British Commonwealth country to another.

high commission

ଅର୍ଥ : ଦୂତାବେଶ ତୁଲ୍ୟ ରାଜକୀୟ ସଂସ୍ଥାନ

ଉଦାହରଣ : ପାକିସ୍ତାନ ଦୂତାବାସ ଭାରତ-ପାକ କ୍ରିକେଟ ମ୍ୟାଚ ଦେଖିବାପାଇଁ ଆଗ୍ରହୀ ଭାରତୀୟ କ୍ରିକେଟପ୍ରେମୀଙ୍କୁ ଭିସା ଦେବା କାର୍ଯ୍ୟ ଗୁରୁବାରଠାରୁ ଆରମ୍ଭ କରିବେ

ସମକକ୍ଷ : ହାଇ କମିଶନ

दूतावेश के तुल्य राजकीय संस्थान।

पाकिस्तान उच्चायोग भारत-पाक क्रिकेट मैच देखने के लिए उत्सुक भारतीय क्रिकेट प्रेमियों को वीज़ा देने की प्रक्रिया गुरुवार से शुरू करेगा।
उच्चायोग, हाई कमिशन