ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୁର୍ଭାଗ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୁର୍ଭାଗ୍ୟ   ବିଶେଷ୍ୟ

ଅର୍ଥ : ମନ୍ଦ ବା ଖରାପ ଭାଗ୍ୟ

ଉଦାହରଣ : ଏହା ଆପଣଙ୍କ ଦୁର୍ଭାଗ୍ୟ ଯେ ଆପଣଙ୍କ ଗୋଟିଏ ବୋଲି ପୁଅ ମଦୁଆ ହୋଇଗଲା

ସମକକ୍ଷ : ଅଭାଗାପଣ, ଅଭାଗ୍ୟ, ଖରାପ ଭାଗ୍ୟ, ଛୋଟ ଭାଗ୍ୟ, ଭାଗ୍ୟହୀନତା, ମନ୍ଦଭାଗ୍ୟ

मंद या बुरा भाग्य।

यह आपका दुर्भाग्य है कि आपका इकलौता बेटा शराबी हो गया।
अभाग, अभागापन, अभाग्य, कमबख़्ती, कमबख्ती, खोटा नसीब, दुर्दैव, दुर्भाग्य, बदकिस्मती, बदनसीबी, भाग्यहीनता, मनहूसियत

An unfortunate state resulting from unfavorable outcomes.

bad luck, ill luck, misfortune, tough luck