ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୁର୍ଗମ ଜଙ୍ଗଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୁର୍ଗମ ଜଙ୍ଗଲ   ବିଶେଷ୍ୟ

ଅର୍ଥ : ଯେଉଁ ଅଞ୍ଚଳ ଜଙ୍ଗଲୀ, ପଥୁରିଆ ଇତ୍ୟାଦି ହେବାଯୋଗୁଁ ନିଛାଟିଆ,ଦୁର୍ଗମଆଦି ହୋଇଥାଏ

ଉଦାହରଣ : ଅନେକ ବଡ଼ବଡ଼ ଡାକୁ ଦୁର୍ଗମ ଜଙ୍ଗଲ ମଧ୍ୟରେ ରହନ୍ତି

ସମକକ୍ଷ : ଅଗମ୍ୟ ଜଙ୍ଗଲ

वह क्षेत्र जो जंगली, पथरीली आदि होने के कारण एकांत, दुर्गम आदि हो।

कई बड़े-बड़े डाकू बीहड़ों में रहते हैं।
बीहड़

Deeply eroded barren land.

badlands