ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୁଃଖପୂର୍ଣ୍ଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୁଃଖପୂର୍ଣ୍ଣ   ବିଶେଷଣ

ଅର୍ଥ : ଯାହା ଶୋକରେ ଭରା

ଉଦାହରଣ : କୌଣସି ମହାନ୍‌ ବ୍ୟକ୍ତିଙ୍କ ମୃତ୍ୟୁରେ ସମଗ୍ର ଦେଶର ପରିବେଶ ଶୋକପୂର୍ଣ୍ଣ ହୋଇଯାଏ

ସମକକ୍ଷ : ଶୋକପୂର୍ଣ୍ଣ, ଶୋକାଗ୍ରସ୍ତ

जो शोक से भरा हो।

किसी महान व्यक्ति के मरते ही पूरे देश का माहौल शोकपूर्ण हो जाता है।
उन्मनस्क, मातमी, शोकग्रस्त, शोकपूर्ण, शोकाकुल

ଅର୍ଥ : ଯାହା ଦୁଃଖରେ ଭରା

ଉଦାହରଣ : ହିନ୍ଦୁ ବିଧବାର ଜୀବନ ଦୁଃଖମୟ

ସମକକ୍ଷ : କଷ୍ଟପୂର୍ଣ୍ଣ୍, କଷ୍ଟଭରା, ଦୁଃଖଦ, ଦୁଃଖଭରା, ଦୁଃଖମୟ

जो दुख से भरा हो।

हिंदू विधवा का जीवन दुखमय होता है।
मुझसे वह करुण दृश्य देखा नहीं गया।
करुण, कष्टपूर्ण, कष्टभरा, कष्टमय, दुःखद, दुखद, दुखपूर्ण, दुखभरा, दुखमय

Causing or marked by grief or anguish.

A grievous loss.
A grievous cry.
Her sigh was heartbreaking.
The heartrending words of Rabin's granddaughter.
grievous, heartbreaking, heartrending