ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦିନ ଦର୍ଶିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦିନ ଦର୍ଶିକା   ବିଶେଷ୍ୟ

ଅର୍ଥ : ଯେଉଁ ପତ୍ର ବା କାଗଜସମୂହରେ ବାର, ଦିନଆଦି ଲେଖା ହୋଇଥାଏ

ଉଦାହରଣ : ନୂଆ ବର୍ଷର ଦିନପଞ୍ଜି ଆସିବାମାତ୍ରେ ହିଁ ଛୁଆମାନେ ସେଥିରୁ ଛୁଟି ଗଣିବା ଆରମ୍ଭ କରିଦିଅନ୍ତି

ସମକକ୍ଷ : କ୍ୟାଲେଣ୍ଡର, ଦିନପଞ୍ଜି

वह पत्र या पत्रों का समूह जिसमें वार,दिनांक आदि अंकित होते हैं।

नये साल का कैलेंडर आते ही बच्चे उसमें से छुट्टी के दिन गिनना शुरु कर देते हैं।
कलंडर, कलण्डर, कैलंडर, कैलण्डर, कैलेंडर, कैलेण्डर, दिन-दर्शिका

A system of timekeeping that defines the beginning and length and divisions of the year.

calendar