ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦିଗଦର୍ଶନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦିଗଦର୍ଶନ   ବିଶେଷ୍ୟ

ଅର୍ଥ : କଠିନତାରୁ ମୁକୁଳିବା ପାଇଁ ମାର୍ଗ ଦେଖାଇବାର ପ୍ରକ୍ରିୟା

ଉଦାହରଣ : ପ୍ରଫେସର୍ ମହାନ୍ତି ଛାତ୍ରମାନଙ୍କୁ ଗବେଷଣା କାର୍ଯ୍ୟରେ ଦିଗଦର୍ଶନ ଦେଉଛନ୍ତି

ସମକକ୍ଷ : ମାର୍ଗଦର୍ଶନ

कठिनाई आदि से निकलने या किसी कार्य आदि को करने के निमित्त मार्ग सुझाने की क्रिया।

शीला एक बहुत बड़े विद्वान के मार्ग दर्शन में अपना शोध कर रही है।
दिग्दर्शन, दिशा निर्देशक, दिशा निर्देशन, दिशा-निर्देशक, दिशानिर्देशक, मार्ग दर्शन, मार्ग-दर्शन, मार्गदर्शन

The act of guiding or showing the way.

guidance, steering