ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦାନ ଦେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦାନ ଦେବା   କ୍ରିୟାପଦ

ଅର୍ଥ : ଭଲ ଧାରଣା ନେଇ ନିଜର କୌଣସି ବସ୍ତୁଆଦିକୁ ନିଃଶୁଳ୍କ ନିଜର ଅଧିକାରଠାରୁ ଅନ୍ୟର ଅଧିକାରରେ ପହଞ୍ଚାଇବା ବା ଅନ୍ୟକୁ ଦେବା

ଉଦାହରଣ : ସେ ନିଜର ଜମିକୁ ମନ୍ଦିର ତିଆରିପାଇଁ ଦାନ କଲେ

ସମକକ୍ଷ : ଦାନ କରିବା

अच्छी धारणा से अपनी किसी वस्तु आदि को निश्शुल्क अपने अधिकार से दूसरे के अधिकार में पहुँचाना या दूसरे को देना।

उसने अपनी ज़मीन मंदिर बनवाने के लिए दान की।
दान करना, दान देना, देना

Give to a charity or good cause.

I donated blood to the Red Cross for the victims of the earthquake.
Donate money to the orphanage.
She donates to her favorite charity every month.
donate