ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦାନ୍ତୁରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦାନ୍ତୁରୀ   ବିଶେଷଣ

ଅର୍ଥ : ଯାହାର ଦାନ୍ତ ଆଗକୁ ବାହାରି ପଡ଼ିଛି

ଉଦାହରଣ : ଦାନ୍ତୁରୀ ମହିଳା ବାରମ୍ବାର ନିଜ ବାହାରି ଆସିଥିବା ଦାନ୍ତକୁ ଲୁଚାଇବାନିମନ୍ତେ ଚେଷ୍ଟା କରୁଥିଲା

जिसके दाँत आगे की ओर निकले हों।

दँतुली महिला बार-बार अपने बाहर निकले दाँतों को छिपाने की कोशिश कर रही थी।
दँतुर, दँतुला, दंती, दंतुर, दंतुला, दन्ती, दन्तुर