ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦାନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦାନା   ବିଶେଷ୍ୟ

ଅର୍ଥ : ଗୋଟିଏ ଛୋଟ ଗୋଲାକାର ବସ୍ତୁ

ଉଦାହରଣ : ପିଲା ଭାରି ଖୁସିରେ ଡାଳିମ୍ବ ଦାନା ଖାଉଛି

ସମକକ୍ଷ : ଖାଦ୍ୟ କଣିକା

कोई छोटी वस्तु विशेषकर गोलाकार।

बच्चा बड़े प्रेम से अनार के दाने खा रहा है।
दाना

ଅର୍ଥ : ଶସ୍ୟରୁ ଅଲଗା ହୋଇଯାଇଥିବା ଖଣ୍ଡ

ଉଦାହରଣ : ଶିକାରୀ ଗଛତଳେ ଦାନା ବିଞ୍ଚି ଦେଇଥିଲା

ସମକକ୍ଷ : ଖୁଦ, ଶସ୍ୟକଣିକା

अनाज का वह खंड जो उससे अलग हो गया हो।

शिकारी ने पेड़ के नीचे दाने बिखेर दिये।
अनाज कण, दाना

A single whole grain of a cereal.

A kernel of corn.
kernel

ଅର୍ଥ : ପକ୍ଷୀମାନଙ୍କୁ ଖାଇବାପାଇଁ ଦିଆଯାଉଥିବା ଦାନାଆଦି

ଉଦାହରଣ : ଶ୍ୟାମା କୁକୁଡ଼ାକୁ ଦାନା ଦେଉଛି

दाना आदि जो पक्षियों को खाने के लिए दिया जाता है।

श्यामा मुर्गी को चुग्गा डाल रही है।
चुगा, चुग्गा

Food given to birds. Usually mixed seeds.

bird feed, bird food, birdseed