ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦାଣ୍ଡିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦାଣ୍ଡିଆ   ବିଶେଷ୍ୟ

ଅର୍ଥ : ଦାଣ୍ଡିଆ ଖେଳୁଥିବା ଲୋକେ ଖେଳିଲା ବେଳେ ଯେଉଁ କାଠି ହାତରେ ପରସ୍ପର ଠୁକୁରେଇଥାନ୍ତି

ଉଦାହରଣ : ଦାଣ୍ଡିଆକୁ ଠୁକୁରେଇବାଦ୍ୱାରା ଏକ ଆକର୍ଷକ ଧ୍ୱନି ଉତ୍ପନ୍ନ ହୋଇଥାଏ

काठ के वे डंडे जिन्हें लोग डांडिया नृत्य करते समय हाथ में लेकर लड़ाते हैं।

डांडिया को लड़ाने से एक आकर्षक ध्वनि पैदा होती है।
डांडिया

ଅର୍ଥ : ଗୁଜୁରାଟର ଗୋଟିଏ ଲୋକନୃତ୍ୟକୁ କାଠରବାଡିକୁ ହାତରେ ପିଟାଯାଇ କରାଯାଏ

ଉଦାହରଣ : ଦାଣ୍ଡିଆରେ ସ୍ତ୍ରୀ ତଥା ପୁରୁଷ ଉଭୟ ଭାଗ ନେଇଥାନ୍ତି

ସମକକ୍ଷ : ଦାଣ୍ଡିଆ ରାସ

गुजरात का एक लोकनृत्य जिसे काठ के डंडे हाथ में लेकर उन्हें लड़ाते हुए किया जाता है।

डांडिया में स्त्री तथा पुरुष दोनों भाग लेते हैं।
डांडिया, डांडिया रास

A style of dancing that originated among ordinary people (not in the royal courts).

folk dance, folk dancing

ଅର୍ଥ : ଗୁଜରାଟରେ ପ୍ରଚଳିତ ଏକ ନାଚଗୀତ ଯେଉଁଥିରେ ସ୍ତ୍ରୀମାନେ ଦେବୀ ପ୍ରତିମା ସାମ୍ନାରେ ବା ଚାରିପଟେ ବୃତ୍ତାକାରରେ ଗୀତ ଗାଇ ନୃତ୍ୟ କରନ୍ତି

ଉଦାହରଣ : ନବରାତ୍ରରେ ସ୍ଥାନେସ୍ଥାନେ ଦାଣ୍ଡିଆର ଆୟୋଜନ କରାଯାଇଥାଏ

एक गुजराती लोक-नृत्य जिसमें औरतें देवी की प्रतिमा के सामने या चारों ओर गोला बनाकर तथा कमर या सर पर घड़ा रखकर गाते हुए विशिष्ट रूप से नाचती हैं।

नौरात्र में जगह-जगह गरबे का आयोजन किया जाता है।
गरबा

A style of dancing that originated among ordinary people (not in the royal courts).

folk dance, folk dancing