ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦଶକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦଶକ   ବିଶେଷ୍ୟ

ଅର୍ଥ : ଦଶଟି ବସ୍ତୁ ବା ବର୍ଷର ସମୂହ

ଉଦାହରଣ : ତା ସହିତ ମୋର ଭେଟ ପ୍ରାୟ ଦୁଇ ଦଶକ ପରେ ହେଲା

दस वर्षों का समूह।

मेरी मुलाकात उनसे लगभग दो दशक बाद हुई।
दशक

A period of 10 years.

decade, decennary, decennium

ଅର୍ଥ : ଅଙ୍କଗୁଡ଼ିକର ସ୍ଥାନାଙ୍କ ଗଣନାରେ ଦ୍ୱିତୀୟ ସ୍ଥାନ ଯେଉଁଠି ଦଶ ଗୁଣିତର ବୋଧ ହୁଏ

ଉଦାହରଣ : ଚାଳିଶରେ ଦଶକ ସ୍ଥାନରେ ଚାରି ଥାଏ

अंकों के स्थानों की गिनती में दूसरा स्थान जिसमें दस गुणित का बोध होता है।

चालीस में दहाई के स्थान पर चार है।
दहाई