ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦଳିତ ବର୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦଳିତ ବର୍ଗ   ବିଶେଷ୍ୟ

ଅର୍ଥ : ସମାଜର ଯେଉଁ ବର୍ଗର ଲୋକେ ସମସ୍ତଙ୍କଠାରୁ ନୀଚ ଭାବରେ ଗ୍ରହଣୀୟ ହୋଇଥାନ୍ତି ଅଥବା ଯେଉଁମାନେ ଦୁଃଖି ଏବଂ ଯେଉଁମାନଙ୍କୁ ଉଚ୍ଚ ବର୍ଗର ଲୋକେ ଉନ୍ନତି କରିବାପାଇଁ ଦିଅନ୍ତି ନାହିଁ

ଉଦାହରଣ : ବାବାସାହେବ ଆମ୍ବେଦକର ଦଳିତ ବର୍ଗର ଥିଲେ

ସମକକ୍ଷ : ପଛୁଆ ବର୍ଗ

समाज का वह वर्ग जो सबसे नीचा माना गया हो अथवा दुःखी हो और जिसे उच्च वर्ग के लोग उठने न देते हों।

बाबा साहेब आंबेडकर दलित वर्ग के थे।
दलित वर्ग, दलितवर्ग

ଅର୍ଥ : ଯେଉଁ ବର୍ଗ ଉପରେ ଅତ୍ୟାଚାର କରାଯାଇଛି

ଉଦାହରଣ : ଉତ୍ପୀଡ଼ିତ ବର୍ଗର ସମସ୍ୟା ଏବେ ମଧ୍ୟ ପୂର୍ବ ଭଳି ରହିଛି

ସମକକ୍ଷ : ଉତ୍ପୀଡ଼ିତ ବର୍ଗ

वह वर्ग जो सताया गया हो।

उत्पीड़ित वर्ग की समस्याएँ अभी भी बरक़रार हैं।
उत्पीड़ित वर्ग, उत्पीड़ित समुदाय