ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦରବାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦରବାରୀ   ବିଶେଷ୍ୟ

ଅର୍ଥ : କାହାର ଦରବାରରେ ଯାଇ ବସୁଥିବା ବ୍ୟକ୍ତି

ଉଦାହରଣ : ରାଜା ଦରବାରକୁ ଆସିବାକ୍ଷଣି ଦରବାରୀମାନେ ଠିଆ ହୋଇ ତାଙ୍କୁ ସ୍ୱାଗତ କଲେ

किसी के दरबार में जाकर बैठनेवाला व्यक्ति।

राजा के दरबार में आते ही दरबारियों ने खड़े होकर उनका स्वागत किया।
दरबारी, मुसाहब, हज़ूरी, हजूरी, हुज़ूरी, हुजूरी

An attendant at the court of a sovereign.

courtier

ଦରବାରୀ   ବିଶେଷଣ

ଅର୍ଥ : ଦରବାର ସହିତ ସମ୍ବନ୍ଧ ରଖୁଥିବାଲୋକ

ଉଦାହରଣ : ତାନସେନ୍‌ ଜଣେ ଦରବାରୀ କବି ଥିଲେ

ସମକକ୍ଷ : ଦରିବାରିଆ

दरबार से संबंध रखनेवाला या दरबार का।

तानसेन एक दरबारी कवि थे।
दरबारी