ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦବେଇଦେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦବେଇଦେବା   କ୍ରିୟାପଦ

ଅର୍ଥ : କୌଣସି କଥା ବଢ଼ିବାକୁ ନଦେବା

ଉଦାହରଣ : ଅଦାଲତକୁ ଯିବା ପୂର୍ବରୁ ସେ ହତ୍ୟା ମାମଲାକୁ ଦବେଇଦେଲେ

ସମକକ୍ଷ : ଚାପି ଦେବା, ବନ୍ଦ କରିଦେବା

किसी बात को बढ़ने न देना।

ख़ून के मामले को अदालत में जाने से पहले ही दबाया गया।
दबाना

Suppress or crush completely.

Squelch any sign of dissent.
Quench a rebellion.
quell, quench, squelch

ଅର୍ଥ : ନିଜ ହାତକୁ ଆସିଥିବା ଅନ୍ୟ କାହାର ଜିନିଷକୁ ନିଜ ପାଖରେ ରଖିନବା

ଉଦାହରଣ : ଶିଲା ନିଜ ନଣନ୍ଦର ଗହଣାକୁ ଲୁଚେଇଦେଲା

ସମକକ୍ଷ : ଚାପିଦେବା, ଛପେଇଦେବା, ଲୁଚେଇଦେବା

अपने हाथ में आई हुई किसी दूसरे की चीज़ अपने पास रोक रखना।

शीला ने अपने ननद का गहना दबा दिया।
चाँपना, चापना, दबाना