ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦନ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦନ୍ତ   ବିଶେଷ୍ୟ

ଅର୍ଥ : ଜୀବମାନଙ୍କ ମୁହଁରୁ ଅଙ୍କୁର ଭଳି ବାହାରିଥିବା ହାଡ଼ର ତଳ ଓ ଉପର ପ୍ରତ୍ୟେକ ଅଂଶ ଯାହାକୁ ଖାଇବାପାଇଁ, ଜିନିଷ କାମୁଡ଼ିବା ବା ଜମିଆଦି ଖୋଳିବାପାଇଁ ବ୍ୟବହାର କରାଯାଏ

ଉଦାହରଣ : ଦୁର୍ଘଟଣାରେ ତାର କେତେଟା ଦାନ୍ତ ଭାଙ୍ଗିଯାଇଛି

ସମକକ୍ଷ : ଦଶନ, ଦାନ୍ତ, ରଦନ

जीवों के मुँह में अंकुर के रूप में निकली हुई हड्डियों के नीचे-ऊपर की पंक्तियों में से प्रत्येक जिनसे वे कुछ खाते, किसी चीज़ को काटते या ज़मीन आदि खोदते हैं।

दुर्घटना में उसने अपने कई दाँत खो दिए।
दंत, दंश, दन्त, दाँत, दांत, द्विज, द्विजाति, मुखक्षुर, रद, रदन

Hard bonelike structures in the jaws of vertebrates. Used for biting and chewing or for attack and defense.

tooth