ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦଣ୍ଡିମାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦଣ୍ଡିମାର   ବିଶେଷ୍ୟ

ଅର୍ଥ : ଓଜନରେ କମ ବା ଯେତେ ତଉଲିବା ଦରକାର ତାଠାରୁ କମ ତଉଲିବା କ୍ରିୟା

ଉଦାହରଣ : ଆଜିକାଲି କିଛି ଦୋକାନଦାର ଦଣ୍ଡିମାର କରିବାରେ କୁଶଳ

बाट से कम या जितना तौलना चाहिए उससे कम तौलने की क्रिया।

आजकल के कुछ दुकानदार घटतौली करने में माहिर हैं।
घटतौली