ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦକ୍ଷିଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦକ୍ଷିଣ   ବିଶେଷ୍ୟ

ଅର୍ଥ : ଯେଉଁ ପ୍ରଧାନ ଦିଗସୂଚକ ବିନ୍ଦୁ ଏକଶହ ଅଶୀ ଡିଗ୍ରୀ ଉପରେ ହୋଇଥାଏ

ଉଦାହରଣ : ଦକ୍ଷିଣ ସର୍ବଦା ଦକ୍ଷିଣ ଦିଗଆଡ଼କୁ ହିଁ ହୋଇଥାଏ

दिक्सूचक-यंत्र का वह प्रधान बिन्दु जो एक सौ अस्सी अंश पर होता है।

दिक्सूचक-यंत्र का दक्षिण हमेशा दक्षिण दिशा की ओर ही होता है।
दक्षिण

The cardinal compass point that is at 180 degrees.

due south, s, south, southward

ଅର୍ଥ : ଉତ୍ତରର ସାମନା ଦିଗ

ଉଦାହରଣ : ମୋ ଘର ଏହିଠାରୁ ଦକ୍ଷିଣରେ

ସମକକ୍ଷ : ଦକ୍ଷିଣ ଦିଗ

उत्तर के सामने की दिशा।

मेरा घर यहाँ से दक्षिण में है।
अधोदिशा, अवाची, आगस्ती, दक्खिन, दक्षिण, दक्षिण दिशा, दक्षिणा, याम्या, वैवस्वती, शामनी

The cardinal compass point that is at 180 degrees.

due south, s, south, southward

ଅର୍ଥ : ଦକ୍ଷିଣ ଦିଗରେ ପଡ଼ୁଥିବା ପ୍ରଦେଶ

ଉଦାହରଣ : ସୁରେଶ ଦକ୍ଷିଣରେ ରହୁଥିବା ବ୍ୟକ୍ତି

दक्षिण दिशा में पड़नेवाला प्रदेश।

सुरेश दक्षिण का रहनेवाला है।
दक्खिन, दक्षिण

ଅର୍ଥ : ମେସନ ଡିକ୍ସନ ଲାଇନର ଦକ୍ଷିଣରେ ଅବସ୍ଥିତ ଆମେରୀକୀୟ ଅଞ୍ଚଳ

ଉଦାହରଣ : ସାଉଥରେ ବହୁତ ବର୍ଷା ହେଉଛି

ସମକକ୍ଷ : ସାଉଥ

मेसन-डिक्सन लाइन के दक्षिण में स्थित अमरीकी क्षेत्र।

साउथ में बहुत बारिश हो रही है।
दक्षिण, साउथ

ଦକ୍ଷିଣ   ବିଶେଷଣ

ଅର୍ଥ : କୌଣସି ବ୍ୟକ୍ତି ପୂର୍ବକୁ ମୁଁହକରି ଠିଆହେବା ସମୟରେ ଦକ୍ଷିଣ ଭାଗ

ଉଦାହରଣ : ମୋର ଡାହାଣ ଅଙ୍ଗ ଡେଉଁଛି

ସମକକ୍ଷ : ଡାହାଣ

शरीर के उस ओर का जो किसी के पूर्व की तरफ मुँह करके खड़े होने की अवस्था में दक्षिण की ओर हो।

मेरा दायाँ अंग फड़क रहा है।
अपसव्य, अवसव्य, दाँयाँ, दायाँ, दाहिना, वामेतर

Being or located on or directed toward the side of the body to the east when facing north.

My right hand.
Right center field.
A right-hand turn.
The right bank of a river is the bank on your right side when you are facing downstream.
right

ଅର୍ଥ : ଦକ୍ଷିଣର ବା ଦକ୍ଷିଣ ସହିତ ସମ୍ବନ୍ଧିତ

ଉଦାହରଣ : ସୋମବାରଠାରୁ ନାଟୋ ସୈନିକମାନେ ଦକ୍ଷିଣ ଆଫଗାନିସ୍ଥାନରେ ସୈନିକ ଅଭିଯାନର ଭାର ସମ୍ଭାଳି ସାରିଛନ୍ତି

ସମକକ୍ଷ : ଦକ୍ଷିଣୀ, ଦକ୍ଷିଣୀୟ

दक्षिण दिशा का या दक्षिण की ओर से संबंधित।

सोमवार से नैटो सेना ने दक्षिणी अफ़ग़ानिस्तान में सैनिक अभियान की कमान संभाल ली है।
अवाचीन, अवाच्य, दक्खिनी, दक्षिण, दक्षिणी, दक्षिणीय

Situated in or oriented toward the south.

A southern exposure.
Took a southerly course.
southerly, southern