ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦକ୍ଷିଣାୟନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦକ୍ଷିଣାୟନ   ବିଶେଷ୍ୟ

ଅର୍ଥ : ଛମାସର ଏହି ସମୟ ଯେଉଁଥିରେ ସୂର୍ଯ୍ୟ କର୍କଟ ରେଖାରୁ ଚାଲିକରି ବରାବର ଦକ୍ଷିଣକୁ ବଢିଚାଲନ୍ତି

ଉଦାହରଣ : ଦକ୍ଷିଣାୟନ ୨୧ ଜୁନରୁ ୨୨ ଡିସେମ୍ବର ପର୍ଯ୍ୟନ୍ତ ହୋଇଥାଏ

छः मास का वह समय जिसमें सूर्य कर्करेखा से चलकर बराबर दक्षिण की ओर बढ़ता रहता है।

दक्षिणायन इक्कीस जून से बाइस दिसम्बर तक होता है।
दक्षिणायण, दक्षिणायन, याम्यायन

ଅର୍ଥ : ସୂର୍ଯ୍ୟଙ୍କ କର୍କଟ ରେଖାରୁ ଦକ୍ଷିଣର ମକର ରେଖାକୁ ଗମନ କରିବା

ଉଦାହରଣ : ଦକ୍ଷିଣାୟନର ଆରମ୍ଭ ଆଷାଢ-ଶ୍ରାବଣ ମାସରୁ ହୁଏ

सूर्य के कर्क रेखा से दक्षिणी मकर रेखा की ओर जाने की क्रिया।

दक्षिणायन का आरंभ आषाढ़ महीने में होता है।
दक्षिणायण, दक्षिणायन, याम्यायन

ଦକ୍ଷିଣାୟନ   ବିଶେଷଣ

ଅର୍ଥ : ଭୂମଧ୍ୟ ରେଖାଠାରୁ ଦକ୍ଷିଣ ଆଡକୁ ରହିଥିବା ରେଖା

ଉଦାହରଣ : ସଂକ୍ରାନ୍ତି ଦିନ ଦକ୍ଷିଣାୟନ ସୂର୍ଯ୍ୟ ଉତ୍ତରାୟଣରେ ପ୍ରବେଶ କରେ

भूमध्य रेखा से दक्षिण की ओर होने वाला।

संक्राति के दिन दक्षिणायन सूर्य उत्तरायण में प्रवेश करता है।
दक्षिणायण, दक्षिणायन, याम्यायन